ବିଜେଡିରେ ମିଶିଲେ ତୃଣମୂଳ କଂଗ୍ରେସର ଭଦ୍ରକ ଜିଲ୍ଲା ସଭାପତି

May 25, 2024 - 12:14
May 25, 2024 - 12:15
 0  1.1k

ଭଦ୍ରକ (RNI) ଆଜି ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାରତରାୟଙ୍କ ବାସ ଉବନରେ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତୃଣମୂଳ କଂଗ୍ରେସର ଭଦ୍ରକ ଜିଲ୍ଲା ସଭାପତି ତଥା ଗତଥରର ବିଧାୟକ ପ୍ରାର୍ଥୀ ନାଥ ବୈରାଗୀ ଦାସ ବେହେରା ନବୀନ ପଟ୍ଟନାୟକଙ୍କ ନିତୀ ଆଦର୍ଶରେ ଅନୁପ୍ରାଣିତ ହୋଇ  ବିଜେଡିରେ ସାମିଲ ହୋଇଛନ୍ତି ।

Follow RNI News Channel on WhatsApp: https://whatsapp.com/channel/0029VaBPp7rK5cD6XB2

What's Your Reaction?

like

dislike

love

funny

angry

sad

wow